दम्भो दर्पोऽभिमानश्च क्रोधः पारुष्यमेव च ।
अज्ञानं चाभिजातस्य पार्थ सम्पदमासुरीम् ॥
१६-४ ॥
dambho darpo'bhimānaśca krodhaḥ pāruṣyameva ca |
ajñānaṃ cābhijātasya pārtha sampadamāsurīm ||
16-4 ||
ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ପାରୁଷ୍ୟ (କଠୋରତା) ତଥା ଅଜ୍ଞାନ — ହେ ପାର୍ଥ, ଆସୁରୀ ସମ୍ପଦକୁ ଅଭିଜାତ ବ୍ୟକ୍ତିଠାରେ (ଏସବୁ ହୁଏ)।