Bhagavad Gītā (Kashmirian recension)16.13
इदमद्य मया लब्धमिमं प्राप्स्ये मनोरथम् ।
इदमस्तीदमपि मे भविष्यति पुनर्धनम् ॥
१६-१३ ॥
idamadya mayā labdhamimaṃ prāpsye manoratham |
idamastīdamapi me bhaviṣyati punardhanam ||
16-13 ||
— 'ଆଜି ମୋ ଦ୍ୱାରା ଏହା ଲଭ୍ୟ ହେଲା' ; — 'ଏହି ମନୋରଥ ମୁଁ ପ୍ରାପ୍ତ କରିବି' ; — 'ଏହା ଅଛି, ଏହା ମଧ୍ୟ ମୋର' ; — 'ପୁନର୍ବାର ଧନ ମୋର ହେବ' 'ଆଜି ମୋ ଦ୍ୱାରା ଏହା ଲଭ୍ୟ ହେଲା; ଏହି ମନୋରଥ ମୁଁ ପ୍ରାପ୍ତ କରିବି; ଏହା (ଏବେ) ଅଛି, ଏହି ଧନ ମଧ୍ୟ ମୋର ପୁନର୍ବାର ହେବ।'