निर्मानमोहा जितसङ्गदोषा अध्यात्मनित्या विनिवृत्तकामाः ।
द्वन्द्वैर्विमुक्ताः सुखदुःखसंज्ञै- र्गच्छन्त्यमूढाः पदमव्ययं तत् ॥
१५-५ ॥
nirmānamohā jitasaṅgadoṣā adhyātmanityā vinivṛttakāmāḥ |
dvandvairvimuktāḥ sukhaduḥkhasaṃjñai- rgacchantyamūḍhāḥ padamavyayaṃ tat ||
15-5 ||
ମାନ ଓ ମୋହ-ରହିତ, ସଙ୍ଗ-ଦୋଷ ଜିତିଥିବା, ଅଧ୍ୟାତ୍ମ-ନିତ୍ୟ, କାମନା-ନିବୃତ୍ତ, ସୁଖ-ଦୁଃଖ-ନାମକ ଦ୍ୱନ୍ଦ୍ୱରୁ ବିମୁକ୍ତ — ଅମୂଢ଼ (ଲୋକେ) ସେହି ଅବ୍ୟୟ ପଦ ପ୍ରାପ୍ତ କରନ୍ତି।