इहैकस्थं जगत्कृत्स्नं पश्याद्य सचराचरम् ।
मम देहे गुडाकेश यच्चान्यद् द्रष्टुमिच्छसि ॥
११-७ ॥
ihaikasthaṃ jagatkṛtsnaṃ paśyādya sacarācaram |
mama dehe guḍākeśa yaccānyad draṣṭumicchasi ||
11-7 ||
ହେ ଗୁଡ଼ାକେଶ, ଚର ଓ ଅଚର ସହିତ ସମଗ୍ର ଜଗତକୁ ଏବେ ଏକ-ସ୍ଥାନରେ ମୋର ଦେହରେ ଦେଖ, ଏବଂ ଅନ୍ୟ ଯାହା ଦେଖିବାକୁ ଇଚ୍ଛା କରୁଅଛ (ତାହା ମଧ୍ୟ)।