Bhagavad Gītā (Kashmirian recension)· 11.21 / 60

Bhagavad Gītā (Kashmirian recension)11.21

11.21
अमी हि त्वा सुरसङ्घा विशन्ति केचिद्भीताः प्राञ्जलयो गृणन्ति । स्वस्तीति चोत्तचैव महर्षिसङ्घाः स्तुवन्ति त्वां स्तुतिभिः पुष्कलाभिः ॥ ११-२१ ॥
amī hi tvā surasaṅghā viśanti kecidbhītāḥ prāñjalayo gṛṇanti | svastīti cottacaiva maharṣisaṅghāḥ stuvanti tvāṃ stutibhiḥ puṣkalābhiḥ || 11-21 ||
— ଏହି ସୁରସଙ୍ଘ ଆପଣଙ୍କଠାରେ ପ୍ରବେଶ କରୁଅଛନ୍ତି ; — କେତେକ ଭୀତ ହୋଇ ପ୍ରାଞ୍ଜଳି ସ୍ତୁତି କରୁଅଛନ୍ତି ; — 'ସ୍ୱସ୍ତି' ବୋଲି କହି ମହର୍ଷି-ସଙ୍ଘ ; — ଆପଣଙ୍କୁ ପୁଷ୍କଳ ସ୍ତୁତି ଦ୍ୱାରା ସ୍ତବ କରୁଅଛନ୍ତି

ଏହି ସୁରସଙ୍ଘ ଆପଣଙ୍କଠାରେ ପ୍ରବେଶ କରୁଅଛନ୍ତି; କେତେକ ଭୀତ ହୋଇ ପ୍ରାଞ୍ଜଳି ହୋଇ ସ୍ତୁତି କରୁଅଛନ୍ତି; ଏବଂ 'ସ୍ୱସ୍ତି (କଲ୍ୟାଣ ହେଉ)' ବୋଲି କହି ମହର୍ଷି-ସଙ୍ଘ ଆପଣଙ୍କୁ ପୁଷ୍କଳ ସ୍ତୁତି ଦ୍ୱାରା ସ୍ତବ କରୁଅଛନ୍ତି।