मच्चित्ता मद्गतप्राणा बोधयन्तः परस्परम् ।
कथयन्तश्च मां नित्यं तुष्यन्ति च रमयन्ति च ॥
१०-९ ॥
maccittā madgataprāṇā bodhayantaḥ parasparam |
kathayantaśca māṃ nityaṃ tuṣyanti ca ramayanti ca ||
10-9 ||
ମୋ'ଠାରେ ଚିତ୍ତ, ମୋ'ଠାରେ ପ୍ରାଣ-ସମର୍ପିତ ହୋଇ, ପରସ୍ପରଙ୍କୁ ବୋଧ କରାଉ କରାଉ, ସର୍ବଦା ମୋର କଥା କହୁ କହୁ ସେମାନେ ତୁଷ୍ଟ ହୁଅନ୍ତି ଓ ଆନନ୍ଦିତ ହୁଅନ୍ତି।