संवित्प्रकाशपरमार्थतया यथैव भात्य् आमृशत्य् अपि तथेति विवेचयन्तः
Transliteration (IAST)
saṃvitprakāśaparamārthatayā yathaiva bhāty āmṛśaty api tatheti vivecayantaḥ
ସମ୍ୱିତ୍-ପ୍ରକାଶ ହିଁ ପରମାର୍ଥ — ଏ ଭାବେ, ଯେପରି ତାହା ଭାସମାନ ହୁଏ (ପ୍ରକାଶିତ ହୁଏ), ସେହିପରି ସେ ଆମର୍ଶନ (ଆତ୍ମ-ପ୍ରତ୍ୟବମର୍ଶ) ସୁଦ୍ଧା କରେ — ଏହା ବିବେଚନା କରୁଥିବା (ଯେଉଁ ସତ୍ ଲୋକ),