इन्द्रियत्वेऽपि सामान्ये पाण्यादेर्ब्रह्मता न किम् ॥१३॥
indriyatve'pi sāmānye pāṇyāderbrahmatā na kim
ଇନ୍ଦ୍ରିୟତ୍ୱ ସାମାନ୍ୟ ରୂପେ (ବ୍ରହ୍ମତ୍ୱକୁ ଉନ୍ନୀତ ହେଲେ), ତେବେ ହାତ ଆଦିର ବ୍ରହ୍ମତା କାହିଁକି ନୁହେଁ?