1.46 एवं सर्वेषु भावेषु यथा सा शिवरूपता ॥४६॥ evaṃ sarveṣu bhāveṣu yathā sā śivarūpatā evam — ଏହିପରି ; sarveṣu — ସମସ୍ତରେ ; bhāveṣu — ଭାବ (ବସ୍ତୁ)ରେ ; yathā — ଯେପରି, କେଉଁ ପ୍ରକାରେ ; sā — ସେହି ; śivarūpatā — ଶିବରୂପତା ଏହିପରି ସମସ୍ତ ଭାବରେ ଯେପରି ସେହି ଶିବରୂପତା (ଅଛି, ତାହା ପ୍ରତିପାଦିତ ହେଲା) —