1.20 अनन्तरं हि तत्कार्यज्ञानदर्शनशक्तिता ॥२०॥ anantaraṃ hi tatkāryajñānadarśanaśaktitā anantaram — ଠିକ୍ ତା ପରେ ; hi — ନିଶ୍ଚୟ ; tatkāryajñānadarśanaśaktitā — ସେହି କାର୍ଯ୍ୟର ଜ୍ଞାନ ଓ ଦର୍ଶନର ଶକ୍ତି — ଆଉ ଠିକ୍ ତା ପରେ ସେହି କାର୍ଯ୍ୟର ଜ୍ଞାନ ଓ ଦର୍ଶନର ଶକ୍ତି (ହୁଏ)।