काम्यानां कर्मणां त्यागं संन्यासं कवयो विदुः ।
सर्वकर्मफलत्यागं प्राहुस्त्यागं विचक्षणाः ॥
१८-२ ॥
kāmyānāṃ karmaṇāṃ tyāgaṃ saṃnyāsaṃ kavayo viduḥ |
sarvakarmaphalatyāgaṃ prāhustyāgaṃ vicakṣaṇāḥ ||
18-2 ||
କବି (ଜ୍ଞାନୀ)ମାନେ କାମ୍ୟ କର୍ମମାନଙ୍କ ତ୍ୟାଗକୁ ସଂନ୍ୟାସ ବୋଲି ଜାଣନ୍ତି; ବିଚକ୍ଷଣ (ଲୋକେ) ସମସ୍ତ କର୍ମଫଳର ତ୍ୟାଗକୁ ତ୍ୟାଗ ବୋଲି କୁହନ୍ତି।