ज्ञानं कर्म च कर्ता च त्रिधैव गुणभेदतः ।
प्रोच्यते गुणसङ्ख्याने यथावच्छृणु तान्यपि ॥
१८-१९ ॥
jñānaṃ karma ca kartā ca tridhaiva guṇabhedataḥ |
procyate guṇasaṅkhyāne yathāvacchṛṇu tānyapi ||
18-19 ||
ଜ୍ଞାନ, କର୍ମ ଓ କର୍ତ୍ତା ଗୁଣ-ଭେଦରୁ ତ୍ରିବିଧ ହିଁ ବୋଲି ଗୁଣ-ସଂଖ୍ୟାନ (ସାଂଖ୍ୟ)ରେ କୁହାଯାଏ; ସେସବୁ ମଧ୍ୟ ଯଥାବତ୍ ଶୁଣ।