एतत्क्षेत्रं तथा ज्ञानं ज्ञेयं चोक्तं समासतः ।
मद्भक्त एतद्विज्ञाय मद्भावायोपपद्यते ॥
१३-१९ ॥
etatkṣetraṃ tathā jñānaṃ jñeyaṃ coktaṃ samāsataḥ |
madbhakta etadvijñāya madbhāvāyopapadyate ||
13-19 ||
ଏହିପରି କ୍ଷେତ୍ର, ତଥା ଜ୍ଞାନ ଓ ଜ୍ଞେୟ ସଂକ୍ଷେପରେ କୁହାଗଲା; ମୋର ଭକ୍ତ ଏହା ବିଜ୍ଞାନ କରି (ଭଲ-ଭାବେ ଜାଣି) ମୋର ଭାବ ନିମନ୍ତେ ଯୋଗ୍ୟ ହୁଏ।