Bhagavad Gītā (Kashmirian recension)· 12.13 / 20

Bhagavad Gītā (Kashmirian recension)12.13

12.13
अद्वेष्टा सर्वभूतानां मैत्रः करुण एव च । निर्ममो निरहङ्कारः समदुःखसुखः क्षमी ॥ १२-१३ ॥
adveṣṭā sarvabhūtānāṃ maitraḥ karuṇa eva ca | nirmamo nirahaṅkāraḥ samaduḥkhasukhaḥ kṣamī || 12-13 ||
— ସମସ୍ତ ଭୂତଙ୍କ ପ୍ରତି ଅଦ୍ୱେଷ୍ଟା ; — ମୈତ୍ର ଓ କରୁଣ ; — ନିର୍ମମ, ନିରହଂକାର ; — ସମ-ଦୁଃଖ-ସୁଖ, କ୍ଷମାଶୀଳ

ସମସ୍ତ ଭୂତଙ୍କ ପ୍ରତି ଅଦ୍ୱେଷ୍ଟା (ଦ୍ୱେଷ-ରହିତ), ମୈତ୍ର ଓ କରୁଣ, ନିର୍ମମ, ନିରହଂକାର, ସମ-ଦୁଃଖ-ସୁଖ, କ୍ଷମାଶୀଳ,