दण्डो दमयतामस्मि नीतिरस्मि जिगीषताम् ।
मौनं चैवास्मि गुह्यानां ज्ञानं ज्ञानवतामहम् ॥
१०-३८ ॥
daṇḍo damayatāmasmi nītirasmi jigīṣatām |
maunaṃ caivāsmi guhyānāṃ jñānaṃ jñānavatāmaham ||
10-38 ||
ଦମନକାରୀମାନଙ୍କ ମଧ୍ୟରେ ମୁଁ ଦଣ୍ଡ; ଜିଗୀଷୁ (ଜୟ-ଇଚ୍ଛୁକ)ମାନଙ୍କ ମଧ୍ୟରେ ମୁଁ ନୀତି; ଗୁହ୍ୟମାନଙ୍କ ମଧ୍ୟରେ ମୁଁ ମୌନ; ଜ୍ଞାନୀମାନଙ୍କ ମଧ୍ୟରେ ମୁଁ ଜ୍ଞାନ।