द्यूतं छलयतामस्मि तेजस्तेजस्विनामहम् ।
जयोऽस्मि व्यवसायोऽस्मि सत्त्वं सत्त्ववतामहम् ॥
१०-३६ ॥
dyūtaṃ chalayatāmasmi tejastejasvināmaham |
jayo'smi vyavasāyo'smi sattvaṃ sattvavatāmaham ||
10-36 ||
ଛଳନାକାରୀମାନଙ୍କ ମଧ୍ୟରେ ମୁଁ ଦ୍ୟୂତ (ଜୁଆ); ତେଜସ୍ୱୀମାନଙ୍କ ମଧ୍ୟରେ ମୁଁ ତେଜ; ମୁଁ ଜୟ, ମୁଁ ବ୍ୟବସାୟ (ଦୃଢ଼-ସଂକଳ୍ପ); ସତ୍ତ୍ୱବାନମାନଙ୍କ ମଧ୍ୟରେ ମୁଁ ସତ୍ତ୍ୱ।