सर्गाणामादिरन्तश्च मध्यं चैवाहमर्जुन ।
अध्यात्मविद्या विद्यानां वादः प्रवदतामहम् ॥
१०-३२ ॥
sargāṇāmādirantaśca madhyaṃ caivāhamarjuna |
adhyātmavidyā vidyānāṃ vādaḥ pravadatāmaham ||
10-32 ||
ହେ ଅର୍ଜୁନ, ସର୍ଗ (ସୃଷ୍ଟି)ମାନଙ୍କ ଆଦି, ଅନ୍ତ ତଥା ମଧ୍ୟ ମୁଁ ହିଁ; ବିଦ୍ୟାମାନଙ୍କ ମଧ୍ୟରେ ଅଧ୍ୟାତ୍ମ-ବିଦ୍ୟା; ବାଦୀ (ବକ୍ତା)ମାନଙ୍କ ମଧ୍ୟରେ ମୁଁ ବାଦ।