रुद्राणां शङ्करश्चास्मि वित्तेशो यक्षरक्षसाम् ।
वसूनां पावकश्चास्मि मेरुः शिखरिणामहम् ॥
१०-२३ ॥
rudrāṇāṃ śaṅkaraścāsmi vitteśo yakṣarakṣasām |
vasūnāṃ pāvakaścāsmi meruḥ śikhariṇāmaham ||
10-23 ||
ରୁଦ୍ରମାନଙ୍କ ମଧ୍ୟରେ ମୁଁ ଶଙ୍କର; ଯକ୍ଷ ଓ ରାକ୍ଷସମାନଙ୍କ ମଧ୍ୟରେ ବିତ୍ତେଶ (କୁବେର); ବସୁମାନଙ୍କ ମଧ୍ୟରେ ମୁଁ ପାବକ (ଅଗ୍ନି); ଶିଖରୀ (ପର୍ବତ)ମାନଙ୍କ ମଧ୍ୟରେ ମୁଁ ମେରୁ।