वेदानां सामवेदोऽहं देवानामस्मि वासवः ।
इन्द्रियाणां मनश्चास्मि भूतानामस्मि चेतना ॥
१०-२२ ॥
vedānāṃ sāmavedo'haṃ devānāmasmi vāsavaḥ |
indriyāṇāṃ manaścāsmi bhūtānāmasmi cetanā ||
10-22 ||
ବେଦମାନଙ୍କ ମଧ୍ୟରେ ମୁଁ ସାମବେଦ; ଦେବତାମାନଙ୍କ ମଧ୍ୟରେ ମୁଁ ବାସବ (ଇନ୍ଦ୍ର); ଇନ୍ଦ୍ରିୟମାନଙ୍କ ମଧ୍ୟରେ ମୁଁ ମନ; ଭୂତମାନଙ୍କ ମଧ୍ୟରେ ମୁଁ ଚେତନା।