आदित्यानामहं विष्णुर्ज्योतिषां रविरंशुमान् ।
मरीचिर्मरुतामस्मि नक्षत्राणामहं शशी ॥
१०-२१ ॥
ādityānāmahaṃ viṣṇurjyotiṣāṃ raviraṃśumān |
marīcirmarutāmasmi nakṣatrāṇāmahaṃ śaśī ||
10-21 ||
ଆଦିତ୍ୟମାନଙ୍କ ମଧ୍ୟରେ ମୁଁ ବିଷ୍ଣୁ; ଜ୍ୟୋତିମାନଙ୍କ ମଧ୍ୟରେ ଅଂଶୁମାନ (କିରଣ-ଯୁକ୍ତ) ସୂର୍ଯ୍ୟ; ମରୁତଗଣଙ୍କ ମଧ୍ୟରେ ମୁଁ ମରୀଚି; ନକ୍ଷତ୍ରମାନଙ୍କ ମଧ୍ୟରେ ମୁଁ ଚନ୍ଦ୍ର।