Bhagavad Gītā (Kashmirian recension)10.12
परं ब्रह्म परं धाम पवित्रं परमं भवान् ।
पुरुषं शाश्वतं दिव्यमादिदेवमजं विभुम् ॥
१०-१२ ॥
paraṃ brahma paraṃ dhāma pavitraṃ paramaṃ bhavān |
puruṣaṃ śāśvataṃ divyamādidevamajaṃ vibhum ||
10-12 ||
— ପର ବ୍ରହ୍ମ, ପର ଧାମ ; — ପରମ ପବିତ୍ର ଆପଣ ; — ଶାଶ୍ୱତ ଦିବ୍ୟ ପୁରୁଷ ; — ଆଦିଦେବ, ଅଜ, ବିଭୁ ଆପଣ ପର ବ୍ରହ୍ମ, ପର ଧାମ, ପରମ ପବିତ୍ର; ଶାଶ୍ୱତ ଦିବ୍ୟ ପୁରୁଷ, ଆଦିଦେବ, ଅଜ ଓ ବିଭୁ —