तथापि तद्वत् पञ्चकृत्यानि करोति ॥१०॥
tathāpi tad-vat pañca-kṛtyāni karoti
sūtra
ତଥାପି ସେ (ସଂସାରୀ ଜୀବ) ତାଙ୍କ (ଶିବ)ଭଳି ପଞ୍ଚକୃତ୍ୟ (ସୃଷ୍ଟି, ସ୍ଥିତି, ସଂହାର, ତିରୋଧାନ, ଅନୁଗ୍ରହ) କରନ୍ତି।