ज्ञानं तेऽहं सविज्ञानमिदं वक्ष्याम्यशेषतः ।
यज्ज्ञात्वा न पूनः किंचिज्ज्ञातव्यमवशिष्यते ॥
७-२ ॥
jñānaṃ te'haṃ savijñānamidaṃ vakṣyāmyaśeṣataḥ |
yajjñātvā na pūnaḥ kiṃcijjñātavyamavaśiṣyate ||
7-2 ||
ମୁଁ ତୁମକୁ ବିଜ୍ଞାନ-ସହିତ ଏହି ଜ୍ଞାନ ନିଃଶେଷ-ଭାବେ କହିବି, ଯାହା ଜାଣିଲେ ଆଉ କିଛି ବି ଜାଣିବାର ଅବଶିଷ୍ଟ ରହେ ନାହିଁ।