देहिनोऽस्मिन्यथा देहे कौमारं यौवनं जरा ।
तथा देहान्तरप्राप्तिर्धीरस्तत्र न मुह्यति ॥
२-१४ ॥
dehino'sminyathā dehe kaumāraṃ yauvanaṃ jarā |
tathā dehāntaraprāptirdhīrastatra na muhyati ||
2-14 ||
ହେ କୁନ୍ତୀପୁତ୍ର, ଯେପରି ଏହି ଦେହରେ ଦେହୀର କୌମାର, ଯୌବନ ଓ ଜରା ହୁଏ, ସେପରି (ତାଙ୍କର) ଦେହାନ୍ତର-ପ୍ରାପ୍ତି ହୁଏ; ଧୀର ବ୍ୟକ୍ତି ସେଥିରେ ମୋହିତ ହୁଅନ୍ତି ନାହିଁ।