अनिष्टमिष्टं मिश्रं च त्रिविधं कर्मणः फलम् ।
भवत्यत्यागिनां प्रेत्य न तु संन्यासिनां क्वचित् ॥
१८-१२ ॥
aniṣṭamiṣṭaṃ miśraṃ ca trividhaṃ karmaṇaḥ phalam |
bhavatyatyāgināṃ pretya na tu saṃnyāsināṃ kvacit ||
18-12 ||
ଅନିଷ୍ଟ, ଇଷ୍ଟ ଓ ମିଶ୍ର — ତ୍ରିବିଧ କର୍ମ-ଫଳ ଅତ୍ୟାଗୀ (ତ୍ୟାଗ ନ କରିଥିବା)ମାନଙ୍କୁ ମରଣୋତ୍ତର ହୁଏ; କିନ୍ତୁ ସଂନ୍ୟାସୀମାନଙ୍କୁ କେବେହେଲେ ନୁହେଁ।