न द्वेष्ट्यकुशलं कर्म कुशले नानुषज्जते ।
त्यागी सत्त्वसमाविष्टो मेधावी छिन्नसंशयः ॥
१८-१० ॥
na dveṣṭyakuśalaṃ karma kuśale nānuṣajjate |
tyāgī sattvasamāviṣṭo medhāvī chinnasaṃśayaḥ ||
18-10 ||
ସତ୍ତ୍ୱ-ସମାବିଷ୍ଟ, ମେଧାବୀ, ଛିନ୍ନ-ସଂଶୟ ତ୍ୟାଗୀ ଅକୁଶଳ (ଅପ୍ରିୟ) କର୍ମକୁ ଦ୍ୱେଷ କରେ ନାହିଁ, କୁଶଳ (ପ୍ରିୟ) କର୍ମରେ ଆସକ୍ତ ହୁଏ ନାହିଁ।