तत्क्षेत्रं यच्च यादृक्च यद्विकारि यतश्च यत् ।
स च यो यत्स्वभावश्च तत्समासेन मे शृणु ॥
१३-४ ॥
tatkṣetraṃ yacca yādṛkca yadvikāri yataśca yat |
sa ca yo yatsvabhāvaśca tatsamāsena me śṛṇu ||
13-4 ||
ସେହି କ୍ଷେତ୍ର କ'ଣ, କିପ୍ରକାର, କେଉଁ ବିକାର-ଯୁକ୍ତ, କେଉଁଠାରୁ (ଜାତ) ଓ କଅଣ, ଏବଂ ସେ (କ୍ଷେତ୍ରଜ୍ଞ) କିଏ ଓ କେଉଁ ସ୍ୱଭାବ-ଯୁକ୍ତ — ତାହା ସଂକ୍ଷେପରେ ମୋଠାରୁ ଶୁଣ।