ये तु सर्वाणि कर्माणि मयि संन्यस्य मत्पराः ।
अनन्येनैव योगेन मां ध्यायन्त उपासते ॥
१२-६ ॥
ye tu sarvāṇi karmāṇi mayi saṃnyasya matparāḥ |
ananyenaiva yogena māṃ dhyāyanta upāsate ||
12-6 ||
କିନ୍ତୁ ଯେଉଁମାନେ ସମସ୍ତ କର୍ମ ମୋ'ଠାରେ ସଂନ୍ୟାସ କରି, ମତ୍-ପର ହୋଇ, ଅନନ୍ୟ ଯୋଗ ଦ୍ୱାରା ହିଁ ମୋତେ ଧ୍ୟାନ କରୁ କରୁ ଉପାସନା କରନ୍ତି —