उच्छृङ्खला मदोन्मत्ताः पापकर्मरताः सदा ।
कामुका लोलुपाः क्रूरा निष्ठुरा दुर्मुखाः शठाः ॥३९॥
ucchṛṅkhalā madonmattāḥ pāpakarmaratāḥ sadā |
kāmukā lolupāḥ krūrā niṣṭhurā durmukhāḥ śaṭhāḥ ||39||
ସେମାନେ ଧର୍ମହୀନ, ମଦରେ ମତ୍ତ, ସର୍ବଦା ପାପକର୍ମରେ ରତ, କାମୀ, ତୃଷ୍ଣାର୍ତ୍ତ, ନିଷ୍ଠୁର, କଠୋର, କୁବାକ୍ୟବାଦୀ ଓ ଛଳନାକାରୀ ହେବେ;