मन्त्राभ्यासे नित्यपूजायां श्रवणे ऽध्ययने अधिकारी नैमित्तिके तु सर्वत्र गुरुम् एव अभ्यर्थयेत्
Transliteration (IAST)
mantrābhyāse nityapūjāyāṃ śravaṇe 'dhyayane adhikārī naimittike tu sarvatra gurum eva abhyarthayet
ମନ୍ତ୍ର-ଅଭ୍ୟାସରେ, ନିତ୍ୟ-ପୂଜାରେ, ଶ୍ରବଣ ଓ ଅଧ୍ୟୟନରେ ସେ ଅଧିକାରୀ; କିନ୍ତୁ ନୈମିତ୍ତିକ (କର୍ମ)ରେ ସର୍ବତ୍ର ଗୁରୁଙ୍କୁ ହିଁ ଅଭ୍ୟର୍ଥନା (ପ୍ରାର୍ଥନା) କରିବେ।