3.14 यथा तत्र तथान्यत्र ॥१४॥ yathā tatra tathānyatra sūtra yathā — ଯେପରି ; tatra — ସେଠାରେ (ନିଜ ଶରୀରରେ) ; tathā — ସେପରି ; anyatra — ଅନ୍ୟତ୍ର (ଅନ୍ୟ କୌଣସି ଶରୀରରେ) ଯେପରି ସେଠାରେ (ନିଜ ଶରୀରରେ), ସେପରି ଅନ୍ୟତ୍ର (ଅନ୍ୟ ଶରୀରରେ ମଧ୍ୟ)।