एवं ज्ञात्वा कृतं कर्म पूर्वैरपि मुमुक्षुभिः ।
कुरु कर्मैव तस्मात्त्वं पूर्वैः पूर्वतरं कृतम् ॥
४-१५ ॥
evaṃ jñātvā kṛtaṃ karma pūrvairapi mumukṣubhiḥ |
kuru karmaiva tasmāttvaṃ pūrvaiḥ pūrvataraṃ kṛtam ||
4-15 ||
ଏହା ଜାଣି ପୂର୍ବର ମୁମୁକ୍ଷୁ (ମୋକ୍ଷାର୍ଥୀ)ମାନେ ମଧ୍ୟ କର୍ମ କରିଥିଲେ; ଏଣୁ ତୁମେ ମଧ୍ୟ ପୂର୍ବଜମାନଙ୍କଦ୍ୱାରା ପୂର୍ବ କାଳରେ କରାଯାଇଥିବା କର୍ମ ହିଁ କର।