सर्वगुह्यतमं भूयः शृणु मे परमं वचः ।
इष्टोऽसि मे दृढमतिस्ततो वक्ष्यामि ते हितम् ॥
१८-६४ ॥
sarvaguhyatamaṃ bhūyaḥ śṛṇu me paramaṃ vacaḥ |
iṣṭo'si me dṛḍhamatistato vakṣyāmi te hitam ||
18-64 ||
ସର୍ବ-ଗୁହ୍ୟତମ ମୋର ପରମ ବଚନ ପୁନର୍ବାର ଶୁଣ; ତୁମେ ମୋର ଇଷ୍ଟ (ପ୍ରିୟ) ଓ ଦୃଢ଼-ମତି, ତେଣୁ ତୁମ ହିତ ମୁଁ କହିବି।