Bhagavad Gītā (Kashmirian recension)18.62
तमेव शरणं गच्छ सर्वभावेन भारत ।
तत्प्रसादात्परां सिदिं स्थानं प्राप्स्यसि शाश्वतम् ॥
१८-६२ ॥
tameva śaraṇaṃ gaccha sarvabhāvena bhārata |
tatprasādātparāṃ sidiṃ sthānaṃ prāpsyasi śāśvatam ||
18-62 ||
— ତାହାଙ୍କୁ ହିଁ ଶରଣ ଯାଅ ; — ସର୍ବ-ଭାବରେ, ହେ ଭାରତ ; — ତାହାଙ୍କ ପ୍ରସାଦରୁ ପର ଶାନ୍ତି ; — ଶାଶ୍ୱତ ସ୍ଥାନ ତୁମେ ପ୍ରାପ୍ତ କରିବ ହେ ଭାରତ, ତାହାଙ୍କୁ ହିଁ ସର୍ବ-ଭାବରେ ଶରଣ ଯାଅ; ତାହାଙ୍କ ପ୍ରସାଦରୁ ତୁମେ ପର ଶାନ୍ତି ଓ ଶାଶ୍ୱତ ସ୍ଥାନ ପ୍ରାପ୍ତ କରିବ।