विविक्तसेवी लघ्वाशी यतवाक्कायमानसः ।
ध्यानयोगपरो नित्यं वैराग्यं समुपाश्रितः ॥
१८-५२ ॥
viviktasevī laghvāśī yatavākkāyamānasaḥ |
dhyānayogaparo nityaṃ vairāgyaṃ samupāśritaḥ ||
18-52 ||
ବିବିକ୍ତ (ନିର୍ଜନ)-ସେବୀ, ଲଘୁ-ଆହାରୀ, ବାକ୍, କାୟ ଓ ମନ ସଂଯତ କରିଥିବା, ସର୍ବଦା ଧ୍ୟାନ-ଯୋଗ-ପର, ବୈରାଗ୍ୟ ସମ୍ୟକ୍ ଆଶ୍ରୟ କରିଥିବା,