Bhagavad Gītā (Kashmirian recension)· 18.43 / 78

Bhagavad Gītā (Kashmirian recension)18.43

18.43
शौर्यं तेजो धृतिर्दाक्ष्यं युद्धे चाप्यपलायनम् । दानमीश्वरभावश्च क्षात्रं कर्म स्वभावजम् ॥ १८-४३ ॥
śauryaṃ tejo dhṛtirdākṣyaṃ yuddhe cāpyapalāyanam | dānamīśvarabhāvaśca kṣātraṃ karma svabhāvajam || 18-43 ||
— ଶୌର୍ଯ୍ୟ, ତେଜ, ଧୃତି, ଦାକ୍ଷ୍ୟ ; — ଓ ଯୁଦ୍ଧରେ ମଧ୍ୟ ଅପଳାୟନ ; — ଦାନ ଓ ଈଶ୍ୱର-ଭାବ ; — କ୍ଷତ୍ରିୟର ସ୍ୱଭାବଜ କର୍ମ

ଶୌର୍ଯ୍ୟ, ତେଜ, ଧୃତି, ଦାକ୍ଷ୍ୟ (ଦକ୍ଷତା), ଯୁଦ୍ଧରେ ମଧ୍ୟ ଅପଳାୟନ (ନ ପଳାଇବା), ଦାନ ଓ ଈଶ୍ୱର-ଭାବ (ଅଧିପତ୍ୟ) — (ଏହା) କ୍ଷତ୍ରିୟର ସ୍ୱଭାବଜ କର୍ମ।