देवद्विजगुरुप्राज्ञपूजनं शौचमार्जवम् ।
ब्रह्मचर्यमहिंसा च शारीरं तप उच्यते ॥
१७-१४ ॥
devadvijaguruprājñapūjanaṃ śaucamārjavam |
brahmacaryamahiṃsā ca śārīraṃ tapa ucyate ||
17-14 ||
ଦେବ, ଦ୍ୱିଜ, ଗୁରୁ ଓ ପ୍ରାଜ୍ଞଙ୍କ ପୂଜନ, ଶୌଚ, ଆର୍ଜବ, ବ୍ରହ୍ମଚର୍ଯ୍ୟ ଓ ଅହିଂସା — (ଏହାକୁ) ଶାରୀରିକ ତପ କୁହାଯାଏ।