Bhagavad Gītā (Kashmirian recension)1.16
अनन्तविजयं राजा कुन्तीपुत्रो युधिष्ठिरः ।
नकुलः सहदेवश्व सुघोषमणिपुष्पकौ ॥
१-१६ ॥
anantavijayaṃ rājā kuntīputro yudhiṣṭhiraḥ |
nakulaḥ sahadevaśva sughoṣamaṇipuṣpakau ||
1-16 ||
— ଅନନ୍ତବିଜୟ ଶଙ୍ଖ ; — କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ; — ନକୁଳ ଓ ସହଦେବ ; — ସୁଘୋଷ ଓ ମଣିପୁଷ୍ପକ (ଶଙ୍ଖ) କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ଅନନ୍ତବିଜୟ, ନକୁଳ ଓ ସହଦେବ ସୁଘୋଷ ଓ ମଣିପୁଷ୍ପକ (ଶଙ୍ଖ) ବଜାଇଲେ।