सत्तामात्रं निर्विशेषमवाङ्मनसगोचरम् ।
असत्त्रिलोकीसद्भानं स्वरूपं ब्रह्मणः स्मृतम् ॥७॥
sattāmātraṃ nirviśeṣamavāṅmanasagocaram |
asattrilokīsadbhānaṃ svarūpaṃ brahmaṇaḥ smṛtam ||7||
କେବଳ ଶୁଦ୍ଧ ସତ୍ତା, ନିର୍ବିଶେଷ, ବାକ୍ୟ ଓ ମନର ଅଗୋଚର, (ଅନ୍ୟଥା) ଅସତ୍ ତ୍ରିଲୋକର ସତ୍-ଭାବେ ଭାସମାନ—ଏହା ବ୍ରହ୍ମଙ୍କ ସ୍ୱରୂପ ବୋଲି କୁହାଯାଏ।