चेतसा सर्वकर्माणि मयि संन्यस्य भारत ।
बुद्धियोगं समाश्रित्य मच्चित्तः सततं भव ॥
१८-५७ ॥
cetasā sarvakarmāṇi mayi saṃnyasya bhārata |
buddhiyogaṃ samāśritya maccittaḥ satataṃ bhava ||
18-57 ||
ହେ ଭାରତ, ଚିତ୍ତ ଦ୍ୱାରା ସମସ୍ତ କର୍ମ ମୋ'ଠାରେ ସଂନ୍ୟାସ କରି, ବୁଦ୍ଧି-ଯୋଗ ଆଶ୍ରୟ କରି, ସର୍ବଦା ମତ୍-ଚିତ୍ତ (ମୋ'ଠାରେ ମନ ଦେଇଥିବା) ହୁଅ।