मयि चानन्ययोगेन भक्तिरव्यभिचारिणी ।
विविक्तदेशसेवित्वमरतिर्जनसंसदि ॥
१३-११ ॥
mayi cānanyayogena bhaktiravyabhicāriṇī |
viviktadeśasevitvamaratirjanasaṃsadi ||
13-11 ||
ଅନନ୍ୟ ଯୋଗ ଦ୍ୱାରା ମୋ'ଠାରେ ଅବ୍ୟଭିଚାରିଣୀ (ଅଚଞ୍ଚଳ) ଭକ୍ତି, ବିବିକ୍ତ (ନିର୍ଜନ) ସ୍ଥାନର ସେବିତ୍ୱ (ଆଶ୍ରୟ), ଜନ-ସମୂହରେ ଅରତି (ଅନାସକ୍ତି),