विस्तरेणात्मनो योगं विभूतिं च जनार्दन ।
भूयः कथय तृप्तिर्हि शृण्वतो नास्ति मेऽमृतम् ॥
१०-१८ ॥
vistareṇātmano yogaṃ vibhūtiṃ ca janārdana |
bhūyaḥ kathaya tṛptirhi śṛṇvato nāsti me'mṛtam ||
10-18 ||
ହେ ଜନାର୍ଦନ, ନିଜର ଯୋଗ ଓ ବିଭୂତିକୁ ବିସ୍ତାର-ପୂର୍ବକ ପୁନର୍ବାର କୁହନ୍ତୁ; କାରଣ ଆପଣଙ୍କ ଅମୃତ ଶୁଣୁ ଶୁଣୁ ମୋର ତୃପ୍ତି ହେଉ ନାହିଁ।