कनिष्ठयोः करतलपृष्ठयोः सुरवन्दिते ।
नमः स्वाहा वषट् हू|
वौषट् फडन्तैर्यथाक्रमम् ॥४२॥
kaniṣṭhayoḥ karatalapṛṣṭhayoḥ suravandite |
namaḥ svāhā vaṣaṭ hū|
vauṣaṭ phaḍantairyathākramam ||42||
ଆଉ ଦୁଇ କନିଷ୍ଠା ତଥା କରତଳ ଓ କରପୃଷ୍ଠରେ, ହେ ଦେବବନ୍ଦିତେ, ଯଥାକ୍ରମେ 'ନମଃ', 'ସ୍ୱାହା', 'ବଷଟ୍', 'ହୁଂ', 'ବୌଷଟ୍' ଓ 'ଫଟ୍'ରେ (ପ୍ରତ୍ୟେକ ମୁଦ୍ରିତ କରି)।