राजन् संस्मृत्य संस्मृत्य संवादमिममद्भुतम् ।
केशवार्जुनयोः पुण्यं हृष्यामि च पुनः पुनः ॥
१८-७६ ॥
rājan saṃsmṛtya saṃsmṛtya saṃvādamimamadbhutam |
keśavārjunayoḥ puṇyaṃ hṛṣyāmi ca punaḥ punaḥ ||
18-76 ||
ହେ ରାଜନ, କେଶବ ଓ ଅର୍ଜୁନଙ୍କ ଏହି ଅଦ୍ଭୁତ, ପୁଣ୍ୟ ସଂବାଦ ବାରମ୍ବାର ସ୍ମରଣ କରି କରି ମୁଁ ବାରମ୍ବାର ହର୍ଷିତ ହୁଏ।