न मिथ्याभाषणं कुर्यान्न परानिष्टचिन्तनम् ।
परस्त्रीगमनञ्चैव ब्रह्ममन्त्री विवर्जयेत् ॥१०२॥
na mithyābhāṣaṇaṃ kuryānna parāniṣṭacintanam |
parastrīgamanañcaiva brahmamantrī vivarjayet ||102||
ବ୍ରହ୍ମ-ମନ୍ତ୍ରର ସାଧକ ମିଥ୍ୟା କହିବ ନାହିଁ, ପର-ଅନିଷ୍ଟ ଚିନ୍ତା କରିବ ନାହିଁ, ଆଉ ପର-ସ୍ତ୍ରୀ-ଗମନ ବର୍ଜନ କରିବ।