1.6 शक्तिचक्रसन्धाने विश्वसंहारः ॥६॥ śakticakra-sandhāne viśva-saṃhāraḥ sūtra śakti-cakra-sandhāne — (ଜ୍ଞାନ-)ଶକ୍ତିଚକ୍ର ସହିତ ସନ୍ଧାନରେ ; viśva-saṃhāraḥ — ବିଶ୍ୱର (ଭେଦରୂପ) ସଂହାର ଶକ୍ତିଚକ୍ର ସହିତ ସନ୍ଧାନ ଦ୍ୱାରା ବିଶ୍ୱର (ଭେଦରୂପ) ସଂହାର ହୁଏ।