Bhagavad Gītā (Kashmirian recension)18.74
इत्यहं वासुदेवस्य पार्थस्य च महात्मनः ।
संवादमिममश्रौषमद्भुतं रोमहर्षणम् ॥
१८-७४ ॥
ityahaṃ vāsudevasya pārthasya ca mahātmanaḥ |
saṃvādamimamaśrauṣamadbhutaṃ romaharṣaṇam ||
18-74 ||
— ଏହିପରି ମୁଁ, ବାସୁଦେବଙ୍କ ; — ଓ ମହାତ୍ମା ପାର୍ଥଙ୍କ ; — ଏହି ସଂବାଦ ଶୁଣିଲି ; — ଅଦ୍ଭୁତ, ରୋମହର୍ଷଣ ଏହିପରି ମୁଁ ବାସୁଦେବ ଓ ମହାତ୍ମା ପାର୍ଥଙ୍କ ଏହି ଅଦ୍ଭୁତ ଓ ରୋମହର୍ଷଣ ସଂବାଦ ଶୁଣିଲି।