अमुमेव ब्रह्ममन्त्रं मत्तः पूर्वमुपासिताः ।
ब्रह्मा ब्रह्मर्षयश्चापि देवा देवर्षयस्तथा ॥१४३॥
amumeva brahmamantraṃ mattaḥ pūrvamupāsitāḥ |
brahmā brahmarṣayaścāpi devā devarṣayastathā ||143||
ମୋଠାରୁ (ଶିଖି) ଏ ବ୍ରହ୍ମ-ମନ୍ତ୍ର ହିଁ ପୂର୍ବେ ବ୍ରହ୍ମା, ବ୍ରହ୍ମର୍ଷିଗଣ, ଦେବ, ଓ ସେହିପରି ଦେବର୍ଷିଗଣଙ୍କ ଦ୍ୱାରା ଉପାସିତ ହୋଇଥିଲା;