ब्रह्मज्ञा ब्रह्मविद्याश्च ब्रह्मचिन्तनमानसाः ।
सिद्ध्यर्थं लोकयात्रायाः कथयस्व हिताय यत् ॥७१॥
brahmajñā brahmavidyāśca brahmacintanamānasāḥ |
siddhyarthaṃ lokayātrāyāḥ kathayasva hitāya yat ||71||
(ଯାହା ଦ୍ୱାରା ସେମାନେ) ବ୍ରହ୍ମଜ୍ଞ, ବ୍ରହ୍ମଜ୍ଞାନସମ୍ପନ୍ନ, ବ୍ରହ୍ମନିଷ୍ଠ ମନ ବିଶିଷ୍ଟ ହେବେ—ସଂସାର-ଯାତ୍ରାର କଲ୍ୟାଣ ପାଇଁ, ଯାହା ସେମାନଙ୍କ ହିତକର, ତାହା କୁହନ୍ତୁ।