नैव किञ्चित्करोमीति युक्तो मन्येत तत्त्ववित् ।
पश्यञ्शृण्वन्स्पृशञ्जिघ्रन्नश्नन्गच्छन्श्वसन्स्वपन् ॥
५-८ ॥
naiva kiñcitkaromīti yukto manyeta tattvavit |
paśyañśṛṇvanspṛśañjighrannaśnangacchanśvasansvapan ||
5-8 ||
ତତ୍ତ୍ୱବେତ୍ତା ଯୁକ୍ତ ବ୍ୟକ୍ତି ଦେଖୁ ଦେଖୁ, ଶୁଣୁ ଶୁଣୁ, ସ୍ପର୍ଶ କରୁ କରୁ, ଆଘ୍ରାଣ କରୁ କରୁ, ଭୋଜନ କରୁ କରୁ, ଚାଲୁ ଚାଲୁ, ଶ୍ୱାସ ନେଉ ନେଉ, ଶୟନ କରୁ କରୁ ମନେ କରେ — “ମୁଁ କିଛି ବି କରୁ ନାହିଁ”;